ODISHA
ଓଡ଼ିଶା
ଓଡ଼ିଶା
VOCAL
|
VOCAL
|
(in Odia)
ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
(Transliteration)
Bandē utkaḷa jananī, Bandē utkaḷa jananī, Bandē utkaḷa jananī. Bandē utkaḷa jananī, Bandē utkaḷa jananī, Bandē utkaḷa jananī. |
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
Cāru-hāsamayī cāru-bhāṣamayī,
Jananī, jananī, jananī! Bandē utkaḷa jananī, Bandē utkaḷa jananī. |
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା, ଶୁଭ୍ର ତଟିନୀକୂଳ-ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
Pūta-payodhi-bidhauta-śarīrā,
Tāḷatamāḷa-suśobhita-tīrā, Śubhra-taṭinīkūḷa-śīkara-samīrā, Jananī, jananī, jananī! Bandē utkaḷa jananī, Bandē utkaḷa jananī. |
ଘନ ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳ କଳ ମୁଖରିତ ଚାରୁ ବିହଙ୍ଗେ, ଜନନୀ, ଜନନୀ, ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
Ghana-Ghana-banabhūmi-rājita-aṅgē,
Nīḷa-bhūdhara-māḷā sājē taraṅgē, Kaḷa kaḷa-mukharita-cāru-bihaṅgē, Jananī, jananī, jananī! Bandē utkaḷa jananī, Bandē utkaḷa jananī. |
ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା, ଯୋଗୀଋଷିଗଣ-ଊଟଜ-ପବିତ୍ରା, ଜନନୀ, ଜନନୀ, ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
Sundaraśāli-suśobhita-kṣētrā,
Jñāna-bijñāna-pradarśita-nētrā, Yogi-r̥ṣigaṇa-ūṭaja-pabitrā, Jananī, jananī, jananī! Bandē utkaḷa jananī, Bandē utkaḷa jananī. |
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳୀ-ଶୋଭିତ-ବେଶା, ପୁଣ୍ୟ ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା, ଜନନୀ, ଜନନୀ, ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
Sundara-mandira-maṇḍita-dēśā,
Cāru-kaḷābali-śobhita-bēśā, Puṇya-tīrthācaya-pūrṇa-pradēśā, Jananī, jananī, jananī! Bandē utkaḷa jananī, Bandē utkaḷa jananī. |
ଉତ୍କଳ ଶୂରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା, ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା, ଜନନୀ, ଜନନୀ, ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
Utkaḷa-śūrabara-darpita-gēhā,
Arikuḷa-śoṇita-carcita-dēhā, Biśva-bhūmaṇḍala-kr̥tabara-snēhā, Jananī, jananī, jananī! Bandē utkaḷa jananī, Bandē utkaḷa jananī. |
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ, ଜନନୀ, ଜନନୀ, ଜନନୀ॥ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ॥ |
Kabikuḷamauḷi-sunandana-bandyā,
Bhubana-bighośita-kirti-anindyā, Dhanyē, puṇyē, ciraśaraṇyē ! Jananī, jananī, jananī! Bandē utkaḷa jananī, Bandē utkaḷa jananī. |